ଉଲ୍ଲେଖ‌େଯୋଗ୍ୟ,ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଗତ କିଛି ଦିନ ଭାରତୀୟ ଷ୍ଟକ୍ ବଜାରରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥିଲା। ଗତକିଛି ମାସ ହେବ ସେୟାର ବଜାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ୍‌ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବା ପରେ ଏହି ଟ୍ରେଣ୍ଡ୍‌ ବଦଳୁଥିବା ନଜର ଆସିଥିଲା। ମାତ୍ର ଗତ କିଛି ମାସ ଲଗାତର ଭାବେ ଉପରମୁହାଁ (ଗ୍ରୀନ୍‌ ଜୋନ୍‌)ରେ ବଜାର ରହିଥିବା ବେଳେ ଏବେ ପୁଣି ଟ୍ରେଣ୍ଡ୍‌ ବଦଳିଛି।