୨୦୨୭ ସୁଦ୍ଧା ପେଟ୍ରୋଲ୍‌ ଦୁଇଚକିଆ ଗାଡ଼ି ବିକ୍ରି ବନ୍ଦ ହେଉ: ହିରୋ ଇଲେକ୍ଟ୍ରିକ୍

Advertisment
୨୦୨୭ ସୁଦ୍ଧା ପେଟ୍ରୋଲ୍‌ ଦୁଇଚକିଆ ଗାଡ଼ି ବିକ୍ରି ବନ୍ଦ ହେଉ: ହିରୋ ଇଲେକ୍ଟ୍ରିକ୍

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତାରେ ଚୀନ୍ ଭଳି ଦେଶ ଠାରୁ ଭାରତ ପଛୁଆ ରହିଛି। ଏହି ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୨୭ ସୁଦ୍ଧା ପେଟ୍ରୋଲ୍ ଚାଳିତ ବାଇକ୍ ଓ ସ୍କୁଟରକୁ ଭାରତ ନିଶ୍ଚିତ ରୂପେ ବନ୍ଦ କରିବା ଦରକାର ବୋଲି ହିରୋ ଇଲେକ୍ଟ୍ରିକ୍ ପକ୍ଷରୁ କୁହାଯାଇଛି। ଶତ ପ୍ରତିଶତ ଇଲେକ୍ଟ୍ରିକ୍ ଯାନ ଚଳାଚଳ ପାଇଁ ୨୦୨୭ ଏକ ବହୁତ ଭଲ ସମୟ ବୋଲି କଂପାନିର ଏମ୍‌ଡି ନବୀନ ମୁଞ୍ଜାଲ କହିଛନ୍ତି। ଗାଡ଼ିଗୁଡ଼ିକର ଚଢ଼ା ଦାମ୍ ଓ ଚାର୍ଜିଂ ଭିତ୍ତିଭୂମିର ଅଭାବ ଇଲେକ୍ଟ୍ରିକ୍ ଗାଡ଼ି ଗ୍ରହଣୀୟତାରେ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe