ଭୁବନେଶ୍ବର: ଷ୍ଟାଇଲସ୍ପା ପକ୍ଷରୁ ଏଣ୍ଡ୍ ଅଫ୍ ସିଜନ୍ ସେଲ୍ ଘୋଷଣା କରାଯାଇଛି। ଗ୍ରାହକମାନେ ମାର୍ଚ ୧ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆସବାବପତ୍ର କିଣାକିଣି ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅବସରରେ ଗ୍ରାହକମାନେ ସୁବିଧାରେ ନୂଆ ବେଡ୍ରୁମ୍ କମ୍ବୋ ପ୍ୟାକେଜ୍ ପାଇପାରିବେ ଯାହା ବିବାହ ଅଫର ଭାବେ ଉପଲବ୍ଧ ହେଉଛି। ବଜାଜ୍ ଫାଇନାନ୍ସର ଗ୍ରାହକମାନେ ଏହି ଅବସରରେ ୦% ସୁଧ ଓ ଡାଉନ୍ପେମେଣ୍ଟ୍ରେ ଜିନିଷ କିଣିପାରିବେ। କଟକ, ଭୁବନେଶ୍ବର, ପୁରୀ ଓ ଯାଜପୁର ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ଏହି ଅଫର ଷ୍ଟାଇଲ୍ସ୍ପାର ସମ୍ବଲପୁରର ଗୋଲବଜାର ଏବଂ ଅନୁଗୁଳର ତୁରଙ୍ଗ ସୋ’ରୁମ୍ରେ ମଧ୍ୟ ଉପଲବ୍ଧ ହେଉଛି ବୋଲି କଂପାନିର ଏରିଆ ସେଲସ୍ ମ୍ୟାନେଜର ଇନ୍ଦ୍ରଜିତ ମହାନ୍ତି କହିଛନ୍ତି।
ଷ୍ଟାଇଲ୍ସ୍ପାରେ ଏଣ୍ଡ୍ ଅଫ୍ ସିଜନ୍ ସେଲ୍
Advertisment
Follow Us