ନୋଟ୍‌ରେ ଲକ୍ଷ୍ମୀଙ୍କ ଛବି ରହିଲେ ଭଲ: ସ୍ବାମୀ

Advertisment
ନୋଟ୍‌ରେ ଲକ୍ଷ୍ମୀଙ୍କ ଛବି ରହିଲେ ଭଲ: ସ୍ବାମୀ

india today

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭ‌ା ସାଂସଦ ସୁବ୍ରମଣିଅନ ସ୍ବାମୀ କହିଛନ୍ତି, ନୋଟ୍‌ରେ ଲକ୍ଷ୍ମୀଙ୍କ ଛବି ରହିଲେ ଭଲ। ତାହା ଭାରତୀୟ ଟଙ୍କାର ସ୍ଥିତିରେ ଉନ୍ନତି ଆଣିପାରିବ। ଜଣେ ସାମ୍ବାଦିକ ତାଙ୍କୁ ଇଣ୍ଡୋନେସିଆର ମୁଦ୍ରାରେ ଗଣେଶଙ୍କ ଛବିକୁ ନେଇ ପ୍ରଶ୍ନ କରିଥିଲେ। ତାହାର ଉତ୍ତରରେ ସ୍ବାମୀ କହିଛନ୍ତି, ଏହାର ଉତ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇପାରିବ। ମୁଁ କିନ୍ତୁ ଏହାକୁ ସମର୍ଥନ କରୁଛି। ଗଣେଶ ସବୁ ପ୍ରତିବନ୍ଧକ ଦୂର କରନ୍ତି। ଲକ୍ଷ୍ମୀଙ୍କ ଫଟୋ ରହିଲେ ତାହା ଆମ ଟଙ୍କାର ସ୍ଥିତିରେ ଉନ୍ନତି ଆଣିପାରିବ। ଏହାକୁ ନେଇ କେହି ଖରାପ ଭାବିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe