‘ତନିସ୍କ’ର ମଙ୍ଗଳମ୍‌ ଗହଣା ସମ୍ଭାର

Advertisment
‘ତନିସ୍କ’ର ମଙ୍ଗଳମ୍‌ ଗହଣା ସମ୍ଭାର

ଚନ୍ଦ୍ରଶେଖରପୁର: ଅକ୍ଷୟ ତୃତୀୟା ଅବସରରେ ତନିସ୍କ ପକ୍ଷରୁ ମଙ୍ଗଳମ୍‌ ନାମକ ଏକ ନୂତନ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏହି ସମ୍ଭାରରେ ଥିବା ଗହଣାଗୁଡ଼ିକର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଅନେକ ଆକର୍ଷଣୀୟ ଡିଜାଇନ୍‌ ଏଥିରେ ସ୍ଥାନ ପାଇଛି ଯାହା ଗ୍ରାହକଙ୍କ ହୃଦୟ କିଣିନେବ। ଏହି ଅବସରରେ ତନିସ୍କ ପକ୍ଷରୁ ସୁନା ଓ ହୀରା ଗହଣା ପାଇଁ ବିଭିନ୍ନ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଚଳିତ ମାସ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁନା ଓ ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ରିହାତି ପାଇପାରିବେ। ସେହିପରି ଗ୍ରାହକମାନେ ପୁରୁଣା ଅଳଙ୍କାର ବିନିମୟ କରି ତାହାର ଶତ ପ୍ରତିଶତ ମୂଲ୍ୟ ପାଇପାରିବେ। ଅକ୍ଷୟ ତୃତୀୟା ଓ ବିବାହ ଋତୁକୁ ଦୃଷ୍ଟିରେ ରଖି ତନିସ୍କ ଏହି ଅଫର ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe