କୋଲକାତାରେ ଦୌଡ଼ ଆୟୋଜନ କରିବ ଟାଟା ଷ୍ଟିଲ୍‌

କୋଲକାତାରେ ଦୌଡ଼ ଆୟୋଜନ କରିବ ଟାଟା ଷ୍ଟିଲ୍‌

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ଡିସେମ୍ବର ୧୭ରେ କୋଲକାତାଠାରେ ‘ଟାଟା ଷ୍ଟିଲ୍‌ କୋଲକାତା ୨୫କେ’ ଦୌଡ଼ ଆୟୋଜନ କରାଯିବ। ଏଥିରେ ଦୌଡ଼ ଦୁନିଆର ଚର୍ଚିତ ଚେହେରା କେନେସିଆ ବେକେଲି ଏବଂ କେନିଆର ଫ୍ଲୋରେନ୍‌ସ ଜେବେଟ୍‌ କିପ୍ଲାଗାଟ ଅଂଶଗ୍ରହଣ କରିବେ। ଏହି ଦୌଡ଼ର ପ୍ରଚାରକ ପ୍ରୋକ୍ୟାମ ଇଟଂରନ୍ୟାସନାଲ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ତିନି ଥର ଅଲିମ୍ପିକ୍‌ ଚାମ୍ପିଆନ୍‌ ଏବଂ ୧୮ ଥର ବିଶ୍ୱ ଚାମ୍ପିଆନ୍‌ ବିଜେତା ବେକେଲି ପ୍ରଥମ ଥର ଭାରତରେ ଆୟୋଜିତ ହେଉଥିବା ଏକ ଦୌଡ଼ରେ ଭାଗ ନେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe