ଆଦାନି ପରିବାର ୬୦,୦୦୦ କୋଟି ଦାନ କରିବ

Advertisment
ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ଆଉ ୬ ମାସ ସମୟ ମାଗିଲା ସେବି

Image Courtesy: News Live

ନୂଆଦିଲ୍ଲୀ: ଦାତବ୍ୟ କାର୍ଯ୍ୟ ପାଇଁ ଆଦାନି ପରିବାର ୬୦ ହଜାର କୋଟି ଟଙ୍କା ଦାନ କରିବ। ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ବାପା ଶାନ୍ତିଲାଲ ଆଦାନିଙ୍କ ଜୟନ୍ତୀ ଓ ଗୌତମଙ୍କ ୬୦ତମ ଜନ୍ମଦିନରେ ଏହି ଘୋଷଣା କରାଯାଇଛି। ଏହି ପାଣ୍ଠି ଆଦାନି ଫାଉଣ୍ଡେସନ ଦ୍ବାରା ପରିଚାଳିତ ହେବ। ଆଦାନି ପରିବାର ଦାନ କରିବାକୁ ଥିବା ଟଙ୍କାକୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ କୌଶଳ ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe