ଦୁଗ୍ଧ ଉତ୍ପାଦନରେ ଭାରତ ଏକ ନମ୍ବର

Advertisment
କ୍ଷୀର ଉତ୍ପାଦନରେ ସ୍ବାବଲମ୍ବୀ ହେଉଛି ଅନୁଗୁଳ: ଦିନକୁ ବିକ୍ରି ହେଉଛି ୩୦ହଜାର ଲିଟର କ୍ଷୀର

Entrepreneur

ନୂଆଦିଲ୍ଲୀ: ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ବର ଏକ ନମ୍ବର ରାଷ୍ଟ୍ର ଭାରତରେ ଉଭା ହୋଇଛି। ବିଶ୍ବର ୨୪ ପ୍ରତିଶତ ଦୁଗ୍ଧ ଭାରତରେ ଉତ୍ପାଦନ ହେଉଛି ବୋଲି ଲୋକସଭାରେ ପଶୁପାଳନ ମନ୍ତ୍ରୀ ପାରଷୋତମ ରୁପାଲା କହିଛନ୍ତି। ସେ କହିଛନ୍ତି ୨୦୧୪-୧୫ରୁ ୨୦୨୧-୨୨ ଆଠ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୫୧ ପ୍ରତିଶତ ବୃଦ୍ଧି ପାଇ ୨୨ କୋଟି ଟନ୍‌ରେ ପହଞ୍ଚିଛି। ୨୦୧୪-୧୫ରେ ଦେଶରେ ୧୪.୬୩ କୋଟି ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe