ନୂଆଦିଲ୍ଲୀ : ସରକାର ଚଳିତ ଆର୍ଥିକବର୍ଷ ପାଇଁ ୬୫ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ନେଇ ସରକାର ଆଶାବାଦୀ ଅଛନ୍ତି ବୋଲି ଦିପମ ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି। ସରକାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ପଛରେ ନପଡ଼ି ପୁଞ୍ଜିପ୍ରତ୍ୟାହାର କିଭଳି ଠିକ୍ ଢଙ୍ଗରେ ହେବ ତାହାକୁ ଅଧିକ ଗୁରୁତ୍ବ ଦେଉଥିବା ସେ କହିଛନ୍ତି।
ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ନେଇ କେନ୍ଦ୍ର ଆଶାବାଦୀ
Advertisment
Follow Us