୧୪.୨୧ ଲକ୍ଷ କୋଟିର ଋଣ କରିବ କେନ୍ଦ୍ର

Advertisment
କେନ୍ଦ୍ରର ମୋଟ ଋଣ ୧୫୯ ଲକ୍ଷ କୋଟି ଟଙ୍କା

Businessday.ng

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୨୨-୨୩)ରେ କେନ୍ଦ୍ର ସରକାର ୧୪.୨୧ ଲକ୍ଷ କୋଟି ଟଙ୍କାର ଋଣ କରିବେ। ଏଥିରୁ ୫.୯୨ ଲକ୍ଷ ଟଙ୍କା ଋଣକୁ ସରକାର ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ଆଣିବେ। ସୋଭରେନ୍ ଗ୍ରିନ୍ ବଣ୍ଡ୍‌ ଜାରି କରି ୧୬ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଅର୍ଥ ମନ୍ତ୍ରାଳୟ ଋଣ ଯୋଜନାକୁ ନେଇ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe