ଇନ୍‌ଫୋସିସ୍‌ ସିଇଓଙ୍କ ଦରମା ୭୧ କୋଟି

ଇନ୍‌ଫୋସିସ୍‌ ସିଇଓଙ୍କ ଦରମା ୭୧ କୋଟି

Times of India - Indiatimes.com

ନୂଆଦିଲ୍ଲୀ: ଇନ‌ଫୋସିସ୍‌ ସିଇଓ ସଲିଲ ପାରେଖ ୨୦୨୧-୨୨ ଆର୍ଥିକ ବର୍ଷରେ ୭୧ କୋଟି ଟଙ୍କା ଦରମା ନେଇଛନ୍ତି। ୨୦୨୦-୨୧ ଆର୍ଥିକବର୍ଷ ତୁଳନାରେ ତାଙ୍କ ଦରମାରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି। ଫଳରେ ଦେଶରେ ଅଧିକ ବେତନ ପାଉଥିବା ଅଧିକାରୀଙ୍କ ମଧ୍ୟରେ ଆଗଧାଡ଼ିରେ ସେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe