ଟଙ୍କା ଦୁର୍ବଳ, ଅଶୋଧିତ ତେଲ ମହଙ୍ଗା

Advertisment
ଇରାନ ସଙ୍କଟ ବଢ଼ାଇବ ତେଲ ଦାମ୍!

abp live

ମୁମ୍ବାଇ: ଓପେକ୍ ରାଷ୍ଟ ସମୂହ ତୈଳ ଉତ୍ପାଦନ ହ୍ରାସ କରିବା ଉପରେ ବିଚାର କରୁଥିବାରୁ ଅଶୋଧିତ ତୈଳ ଦାମ୍‌ରେ ଆଜି ୪ ପ୍ରତିଶତ ବୃଦ୍ଧି ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦାମ୍ ପ୍ରାୟ ୮୨ ଟଙ୍କା ସ୍ତରକୁ ଖସିଯାଇଥିଲା। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ଟଙ୍କା ୮୯ ପଇସା ସ୍ତରକୁ ଖସିଯାଇଛି। ରିଜର୍ଭ ବ୍ୟାଙ୍କ ଡଲାର ବିକିବା ପରେ ସ୍ଥିତିରେ ସୁଧାର ଘଟିଥିଲା। ଶୁକ୍ରବାର ଦିନ ବିଦେଶୀ ନିବେଶକମାନେ ଭାରତରୁ ୧୫୦୦ କୋଟି ଟଙ୍କା ପ୍ରତ୍ୟାହାର ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe