୧୦୫ ପଇସା ତଳକୁ ଖସିଲା ଟଙ୍କା

Advertisment
୧୦୫ ପଇସା ତଳକୁ ଖସିଲା ଟଙ୍କା

The Sunday Guardian

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇବା ଦ୍ବାରା ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଉଛି। ଏହାର ପ୍ରଭାବ ଟଙ୍କାର ବିନିମୟ ମୂଲ୍ୟ ଉପରେ ପଡ଼ିଛି। ବିଦେଶୀ ମୁଦ୍ରା ବିନିମୟ ବଜାର(ଇଣ୍ଟରବ୍ୟାଙ୍କ)ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୫ ପଇସା ତଳକୁ ଖସିଯାଇଛି। ଫଳରେ ୧ ଡଲାର ମୂଲ୍ୟ ୭୪ ଟଙ୍କା ୪୭ ପଇସା ରହିଛି। ଗତକାଲି କାରବାର ଶେଷରେ ଡଲାର ମୂଲ୍ୟ ୭୩ ଟଙ୍କା ୪୨ ପଇସାରେ ବନ୍ଦ ହୋଇଥିବା‌ବେଳେ ଆଜି ଏହାର କାରବାର ୭୩ ଟଙ୍କା ୫୨ ପଇସାରୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe