ସେନ୍‌ସେକ୍ସରେ ୧,୨୨୩ ପଏଣ୍ଟ୍‌ ବୃଦ୍ଧି

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ୟୁକ୍ରେନ୍‌ ନାଟୋରେ ନମିଶିବା ନେଇ ମନ୍ତବ୍ୟ ଦେବା ପରେ ଖୁସିରେ ଆଜି ନିବେଶକମାନେ ବିପୁଳ ପରିମାଣର ସେୟାର କିଣିବାରୁ ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସ ୧,୨୨୩ ପଏଣ୍ଟ୍‌ ବୃଦ୍ଧି ପାଇ ୫୪,୬୪୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ମଧ୍ୟ ୩୩୨ ପଏଣ୍ଟ୍‌ ବୃଦ୍ଧି ପାଇ ୧୬,୩୪୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଅନ୍ୟ ପକ୍ଷରେ ଆଜି ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୪୪ ପଇସାର ସୁଧାର ଘଟିଛି। ଏକ ଡଲାର ମୂଲ୍ୟ ୭୬ ଟଙ୍କା ୫୬ ପଇସା ହୋଇଛି। ଗତକାଲି ତାହା ୭୭ ଟଙ୍କାରୁ ଅଧିକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe