୪ରେ ଜାରି ହେବ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌

Advertisment
୪ରେ ଜାରି ହେବ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌

startupranking.com

ନୂଆଦିଲ୍ଲୀ : ଚଳିତ ମାସ ୪ ତାରିଖରେ ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ ୨୦୨୧କୁ ଜାରି କରାଯିବ। ଏଥର ରାଙ୍କିଙ୍ଗ୍‌ରେ ୨୪ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ଅଂଶଗ୍ରହଣ କରିଛନ୍ତି। ୭ଟି ସଂସ୍କାର କ୍ଷେତ୍ର ଓ ୨୬ଟି ପଦକ୍ଷେପ ଆଧାରରେ ରାଜ୍ୟଗୁଡ଼ିକର ରୢାଙ୍କିଙ୍ଗ୍‌ ଧାର୍ଯ୍ୟ କରାଯାଇଛି। ଗତ ଛଅ ବର୍ଷ ଭିତରେ ୩୦ଟି ରାଜ୍ୟ ନିଜସ୍ବ ଷ୍ଟାର୍ଟ୍ଅପ୍ ନୀତି ଘୋଷଣା କରିଛନ୍ତି। ୨୯ଟି ରାଜ୍ୟର ଷ୍ଟାର୍ଟଅପ୍ ପୋର୍ଟାଲ୍ ରହିଛି। ଷ୍ଟାର୍ଟଅପ୍ ବ୍ୟବସ୍ଥା ଉପରେ ୧୩ଟି ଭାଷାରେ ୭୨୦୦ ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe