Image Courtesy: News Live
ନୂଆଦିଲ୍ଲୀ : ଋଣ ପରିଶୋଧ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଆଧାରରେ ଦେଶର ଦୁଇ ଷ୍ଟକ୍ ଏକ୍ସଚେଞ୍ଜ୍ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଏଣ୍ଟରପ୍ରାଇଜେସ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆଦାନି ଗ୍ରୁପ୍ ୨୧୫ କୋଟି ଡଲାରର ଋଣ ପରିଶୋଧ କରିଥିବା ନେଇ ରିପୋର୍ଟରେ ସନ୍ଦେହ ପ୍ରକଟ କରାଯାଇଥିଲା। ତେବେ ଆଦାନି ଗ୍ରୁପ୍ର ସିଏଫ୍ଓ ଯୁଗସିନ୍ଦର ସିଂହ ସ୍ପଷ୍ଟ କରିଛନ୍ତି ଯେ ସେୟାର ବନ୍ଧ ରଖି ଅଣାଯାଇଥିବା ପ୍ରମୋଟରମାନଙ୍କ ସବୁ ମାର୍ଜିନ୍ ଋଣ ପରିଶୋଧ କରାଯାଇଛି।
Follow Us