ମେ’ରେ ବେକାରି ହାର ୭.୭%କୁ କମିଲା

Advertisment
ବେକାରି ହାର ୮.୧୧%କୁ ବୃଦ୍ଧି

The Economic Times

ନୂଆଦିଲ୍ଲୀ : ଦେଶରେ ମେ’ ମାସରେ ବେକାରି ହାର ୭.୭%କୁ ହ୍ରାସ ପାଇଛି। ସେଣ୍ଟର ଫର ମନିଟରିଂ ଅଫ୍ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ରିପୋର୍ଟ‌ରୁ ଏହା ଜଣାଯାଇଛି। ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଦେଶରେ ବେକାରି ହାର ଏପ୍ରିଲରେ ୮.୫ % ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe