ପାକିସ୍ତାନରେ ଟିକ୍‌ଟକ୍‌ ନିଷିଦ୍ଧ

Advertisment
ପାକିସ୍ତାନରେ ଟିକ୍‌ଟକ୍‌ ନିଷିଦ୍ଧ

Times of India

ନୂଆଦିଲ୍ଲୀ : ଚୀନର ମୋବାଇଲ ‌ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଶେଷରେ ଏହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ନିଷିଦ୍ଧ କରିଛି। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଉକ୍ତ ଆପ୍‌କୁ ନିଷିଦ୍ଧ ଘୋଷଣା କରିଛନ୍ତି। ପୂର୍ବରୁ ଭାରତ ସମେତ ଆମେରିକା ଏବଂ ଅଷ୍ଟ୍ରେଲିଆରେ ଏହି ଆପ୍‌କୁ ନିଷିଦ୍ଧ ଘୋଷଣା କରାଯାଇ ସାରିଛି। ପାକିସ୍ତାନର ନାଗରିକମାନେ ଏଥିରେ ପ୍ରସାରିତ ହେଉଥିବା ବିଷୟବସ୍ତୁ ଉପରେ ଅଭିଯୋଗ କରିବା ପରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe