ୱାସିଂଟନ: ଆମେରିକୀୟ ବାଇକ୍ ହାର୍ଲେ ଡେଭିଡ୍ସନ୍ ଉପରେ ଭାରତ ଲଗାଇଥିବା ଉଚ୍ଚ ହାର ଟିକସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହଜମ କରିପାରୁନାହାନ୍ତି। ଅତୀତରେ ଅନେକ ଥର ଏହି ପ୍ରସଙ୍ଗକୁ ବିଭିନ୍ନ ମଞ୍ଚରେ ଉଠାଇଥିବା ଟ୍ରମ୍ପ୍ ପୁଣି ଥରେ ଭାରତ ଉପରେ ବର୍ଷିଛନ୍ତି। ଆମ ବାଇକ୍ ଉପରେ ଭାରତ ବସାଇଥିବା ୫୦% ଟିକସ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଭାରତ ଏହି ଟିକସକୁ ଶୂନ ପ୍ରତିଶତ ପର୍ଯ୍ୟନ୍ତ କମ୍ କରୁ ବୋଲି ସେ କହିଛନ୍ତି।
ଭାରତ ଉପରେ ବର୍ଷିଲେ ଟ୍ରମ୍ପ୍
Advertisment
Follow Us