Advertisment

ମହିଳା ‌ପୋଷ୍ଟ ସେୟାର କରି ପ୍ରଶ୍ନ କରିଛନ୍ତି, ‘ଉବେର ପେଟ୍ସ’ ଭଡ଼ା ଏତେ ମହଙ୍ଗା କାହିଁକି?

Advertisment

ପୋଷ୍ଟ ସେୟାର କରି ମହିଳା ଜଣକ କହିଛନ୍ତି,‘ ଯେ ମାତ୍ର ୨ କିଲୋମିଟର ଦୂରତା ପାଇଁ ଉବେରର ସାଧାରଣ ଭଡ଼ା ୧୦୦ ଟଙ୍କା ଥିଲା ବେଳେ ଉବର ପେଟସ ଭଡ଼ା ୫୩୦ ଟଙ୍କା । ଏହି ମୂଲ୍ୟ ସାଧାରଣ ଭଡ଼ା ଅପେକ୍ଷା ୫.୩ ଗୁଣା ଅଧିକ।

ପୋଷ୍ଟ ସେୟାର କରି ମହିଳା ଜଣକ କହିଛନ୍ତି,‘ ଯେ ମାତ୍ର ୨ କିଲୋମିଟର ଦୂରତା ପାଇଁ ଉବେରର ସାଧାରଣ ଭଡ଼ା ୧୦୦ ଟଙ୍କା ଥିଲା ବେଳେ ଉବର ପେଟସ ଭଡ଼ା ୫୩୦ ଟଙ୍କା । ଏହି ମୂଲ୍ୟ ସାଧାରଣ ଭଡ଼ା ଅପେକ୍ଷା ୫.୩ ଗୁଣା ଅଧିକ।

ିସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ  ଯେକୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ହେଲେ ଓଲା ଓ ଉବେର ସବୁଠାରୁ ସହଜ ବିକଳ୍ପ ପାଲଟିଛି। ସମ୍ପ୍ରତି ଉବେରର ଏକ ସେବାକୁ ନେଇ ବିବାଦ ଦେଖାଦେଇଛି। 

ଗୁରୁଗ୍ରାମର ଜଣେ ମହିଳା ‘ଉବେର ପେଟ୍ସ’ର ଉଚ୍ଚ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଉବେର ପେଟ୍ସ ଏକ ସେବା ଯାହା ଯାତ୍ରୀମାନଙ୍କୁ ସେମାନଙ୍କ ପାଳିତ ପଶୁଙ୍କ ସହିତ ଯାତ୍ରା କରିବାକୁ ଅନୁମତି ଦିଏ। ଏହି ସେବାର ମୂଲ୍ୟ  ଖୁବ ମହଙ୍ଗା ଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।
 
ପୋଷ୍ଟ ସେୟାର କରି ମହିଳା ଜଣକ କହିଛନ୍ତି,‘ ଯେ ମାତ୍ର ୨ କିଲୋମିଟର ଦୂରତା ପାଇଁ ଉବେରର ସାଧାରଣ ଭଡ଼ା ୧୦୦ ଟଙ୍କା ଥିଲା ବେଳେ ଉବର ପେଟସ ଭଡ଼ା ୫୩୦ ଟଙ୍କା । ଏହି ମୂଲ୍ୟ ସାଧାରଣ ଭଡ଼ା ଅପେକ୍ଷା ୫.୩ ଗୁଣା ଅଧିକ।

କ’ଣ ପାଳିତ ପଶୁମାନଙ୍କ ସହିତ ଯାତ୍ରା କରିବା ଏକ ବିଳାସପୂର୍ଣ୍ଣ? ଏହି ସେବା କ'ଣ ପ୍ରକୃତରେ ସମସ୍ତଙ୍କ ପାଇଁ ସୁଲଭ? କ’ଣ ଏହି ମହଙ୍ଗା ଦର ସଫାସୁତରା ଖର୍ଚ୍ଚ, ପାଳିତ ପଶୁ-ଅନୁକୂଳ ଡ୍ରାଇଭରମାନଙ୍କ ପାଇଁ ଏକ ପ୍ରିମିୟମ ନା  ପାଳିତ ପଶୁ ମାଲିକମାନଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବାର ଏକ ପ୍ରୟାସ?"

ମୁଁ ଉବେର ବୁକିଂ କରିବା ସମୟରେ ଉବେର ପେଟସ ନାମରେ ଏକ ନୂତନ ଫିଚର ଦେଖିଲି। ଯାହାକି ପୋଷା ପ୍ରାଣୀମାନଙ୍କ ସହିତ ଯାତ୍ରା କରିବାର ଅନୁମତି ଦିଏ। ଏହା ଭଲ, କିନ୍ତୁ ମୂଲ୍ୟ ଆଶ୍ଚର୍ଯ୍ୟଜନକ। ମୁଁ ୨ କିଲୋମିଟର ଦୂରତା ପାଇଁ ମୂଲ୍ୟ ତୁଳନା କଲି। ସାଧାରଣ ଉବେର ଭଡା ୧୦୦ ଟଙ୍କା ଥିଲା, ଯେତେବେଳେ ଉବେର ପେଟସର ଭଡା ଦେଖିଲି ତାହା ୨କିଲୋମିଟରକୁ ୫୩୦ଟଙ୍କା ଥିଲା।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋର ସ୍ଥାନୀୟ ଅଟୋ ଡ୍ରାଇଭର ମୋତେ ୬୦ ଟଙ୍କାରେ ମୋର ଗନ୍ତବ୍ୟସ୍ଥଳକୁ ନେଇଯାଏ ଏବଂ ମୋ କୁକୁରକୁ ଖୁବ ଶ୍ରଦ୍ଧା ବି କରନ୍ତି।ମୋର ପ୍ରଶ୍ନ ହେଉଛି, ଯଦି ଏହି ସେବାର ଉଦ୍ଦେଶ୍ୟ ପାଳିତ ପଶୁମାନଙ୍କ ସହିତ ଯାତ୍ରାକୁ ସହଜ କରିବା, ତେବେ ଏହା ଏତେ ମହଙ୍ଗା କାହିଁକି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe