ଆମେରିକାରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିଲା

Advertisment
ଆମେରିକାରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିଲା

Economics Times

ନ୍ୟୁୟର୍କ: କରୋନା ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକାରେ‌ ବେକରି ବୃଦ୍ଧି ପାଇଛି। ଗତ ସପ୍ତାହ‌େର ଆମେରିକାର ୬୬ ଲକ୍ଷ ଲୋକ ବେକାରିଙ୍କ ସରକାର ଦେଉଥିବା ସୁବିଧା ପାଇବା ଲାଗି ଆବେଦନ କରିଛନ୍ତି। ବହୁ ସଂଖ୍ୟାରେ ଲୋକ ଚାକିରି ହରାଇବାରୁ ବେକାରି ସୁବିଧା ପାଇବା ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିଛି। ଆମେରିକାର ନିୟୋଜନ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଥିବା ବେଳେ ଫୋନ୍ ଲାଇନ୍ ଜାମ୍ ହୋଇଯାଇଛି ଓ ୱେବସାଇଟ୍ ଅଚଳ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe