ଭୁବନେଶ୍ବର: ଭି-ଗାର୍ଡ ପକ୍ଷରୁ ଓଡ଼ିଶାରେ ନୂତନ ମିକ୍ସଚର୍ ଗ୍ରାଇଣ୍ଡର୍ର ବଜାର ପ୍ରବେଶ କରାଯାଇଛି। ହୋଟେଲ୍ ଏକ୍ସିଲେନ୍ସି ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଲର୍ଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ କଂପାନିର ଜାତୀୟ ଉତ୍ପାଦ ମୁଖ୍ୟ ପି ଶରବନ୍ କୁମାର, ବିଏମ୍ ସୁମନ୍ତ କୁମାର ପ୍ରଧାନ ଓ ମିକ୍ସଚର୍ ମୁଖ୍ୟ-ଓଡ଼ିଶା ସୁରେଶ ସାହୁ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us