Advertisment

Vedanta: ବେଦାନ୍ତ ଆଲୁମିନିୟମର ‘ନିର୍ମଳ’ ପ୍ରକଳ୍ପ

Advertisment

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜଳ, ପରିମଳ ଓ ସ୍ବଚ୍ଛତା ପଦକ୍ଷେପ ଭାବେ ‘ନିର୍ମଳ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏପ୍ରିଲ ୨୦୨୫ରେ କାର୍ଯ୍ୟକ୍ଷମ ହୋଇଥିବା ୧୨ଟି ସୌର-ଚାଳିତ ନଳକୂପ ଓ ୨୦ଟି ଜଳ ବିଶୋଧନ ବ୍ୟବସ୍ଥାକୁ ନେଇ ଗଠିତ ଭିତ୍ତିଭୂମି ଜାମଖାନୀ....

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜଳ, ପରିମଳ ଓ ସ୍ବଚ୍ଛତା ପଦକ୍ଷେପ ଭାବେ ‘ନିର୍ମଳ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏପ୍ରିଲ ୨୦୨୫ରେ କାର୍ଯ୍ୟକ୍ଷମ ହୋଇଥିବା ୧୨ଟି ସୌର-ଚାଳିତ ନଳକୂପ ଓ ୨୦ଟି ଜଳ ବିଶୋଧନ ବ୍ୟବସ୍ଥାକୁ ନେଇ ଗଠିତ ଭିତ୍ତିଭୂମି ଜାମଖାନୀ....

fshsfhfxbv

ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜଳ, ପରିମଳ ଓ ସ୍ବଚ୍ଛତା ପଦକ୍ଷେପ ଭାବେ ‘ନିର୍ମଳ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏପ୍ରିଲ ୨୦୨୫ରେ କାର୍ଯ୍ୟକ୍ଷମ ହୋଇଥିବା ୧୨ଟି ସୌର-ଚାଳିତ ନଳକୂପ ଓ ୨୦ଟି ଜଳ ବିଶୋଧନ ବ୍ୟବସ୍ଥାକୁ ନେଇ ଗଠିତ ଭିତ୍ତିଭୂମି ଜାମଖାନୀ, ଘୋଘରପାଲ୍ଲୀ, କୁରାଲୋଇ, ମୁଣ୍ଡେଲଖେତ, ଗିରିସିମା, ବିଲିମୁଣ୍ଡା, ଛତାବର, ଗର୍ଜନଜୋର, ଗ୍ରିଣ୍ଡୋଲା, ପିପିଲିମାଳ, ବେଲପାହାଡ଼ରେ ଦୈନିକ ପ୍ରାୟ ୨.୪୬ ଲକ୍ଷ ଲିଟର ନିରାପଦ ପାନୀୟ ଜଳ ଯୋଗାଉଛି। ଏହାଦ୍ବାରା ୨୩,୦୦୦ରୁ ଅଧିକ ବାସିନ୍ଦା ଉପକୃତ ହୋଇଛନ୍ତି।

Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ନିରାପଦ ପାନୀୟ ଜଳ ଓ ପରିମଳ ସୁବିଧା ଜନସାଧାରଣଙ୍କ କଲ୍ୟାଣ ପାଇଁ ମୌଳିକ ଅଟେ। ବେଦାନ୍ତ ଆଲୁମିନିୟମରେ ଆମେ ସ୍ଥାୟୀ, ଗୋଷ୍ଠୀ-କୈନ୍ଦ୍ରିକ ହସ୍ତକ୍ଷେପ ମାଧ୍ୟମରେ ଏହାକୁ ମଜଭୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Road: ନାଲିଫିତା ତଳେ ଘୁ.ଉଦୟଗିରି ବାଇପାସ ରାସ୍ତା ନିର୍ମାଣ ସରକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe