ବେଦାନ୍ତକୁ ମିଳିଲା ଓଡ଼ିଶାର ୨ କୋଇଲା ଖଣି

Advertisment
ବେଦାନ୍ତକୁ ମିଳିଲା ଓଡ଼ିଶାର ୨ କୋଇଲା ଖଣି

ETEnergyworld.com

ଭୁବନେଶ୍ବର: କୋଇଲା ଖଣି ଇ-ନିଲାମର ଦ୍ବିତୀୟ ଦିନରେ ବେଦାନ୍ତ ଲିମିଟେଡ୍‌ ଓଡ଼ିଶାର ଦୁଇଟି ଖଣି ହାସଲ କରିଛି। ତାହା ହେଉଛି ଘୋଗରପାଲି ଓ ତାହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି। ଉଭୟ ଖଣିରୁ ସମ୍ପୂର୍ଣ୍ଣ ଖଣିଜ୍ ଉତ୍ତୋଳଜନ କରାଯିବ। ଏଗୁଡ଼କିର ‌େମାଟ ଗଚ୍ଛତି ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ୍ ରହିଛି। ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe