ମୁମ୍ବାଇ : ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ ସେବା ପ୍ରଦାନ କରୁଥିବା କଂପାନି କର୍ମଚାରୀ ଛଟେଇ କରିଛି। କଂପାନି ୩୮୫ରୁ ଅଧିକ କର୍ମଚାରୀଙ୍କୁ ବିଦା କରିଛି। ଏହାକୁ ମିଶାଇ ୨୦୨୨ରେ ବେଦାନ୍ତୁ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଖର୍ଚ୍ଚ କାଟ କରିବା ସହ ଲାଭ ବଢ଼ାଇବା ଉଦ୍ଦେଶ୍ୟ ରଖି କଂପାନି କର୍ମଚାରୀ ଛଟେଇ କରିଥିବା କୁହାଯାଉଛି।
କର୍ମଚାରୀ ଛଟେଇ କଲା ବେଦାନ୍ତ
Advertisment
Follow Us