ବନ୍ଧକ ସେୟାର ମୁକୁଳାଇଲା ବେଦାନ୍ତ

Advertisment
ବନ୍ଧକ ସେୟାର ମୁକୁଳାଇଲା ବେଦାନ୍ତ

Hindustan

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅଗ୍ରୱାଲ୍‌ଙ୍କ ନେତୃତ୍ବାଧୀନ ବେଦାନ୍ତ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ୍‌କୁ ୧୦୦ ନିୟୁତ ଡଲାର ପରିଶୋଧ କରି ଏହାର ବନ୍ଧକ ସେୟାରକୁ ମୁକୁଳାଇଛି। ନିବେଶକମାନଙ୍କୁ ଭରସା ଦେବା ଲାଗି ନିକଟରେ ବେଦାନ୍ତ ପକ୍ଷରୁ କୁହାଯାଇଥିଲା ଯେ ଏହାର ଋଣ ନିୟନ୍ତ୍ରଣରେ ରହିଛି। ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଯେଉଁ ସବୁ ଋଣ ଶୁଝିବାର ଥିଲା ତାହାକୁ କଂପାନି ଶୁଝିସାରିଛି। ୨୦୨୩ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକ ପର୍ଯ୍ୟନ୍ତର ନଗଦ ଆବଶ୍ୟକତାକୁ ପୂରଣ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe