ନୂଆଦିଲ୍ଲୀ : ମିସନ ଏନର୍ଜି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଫ୍ଲାଏ ଆସ୍ ଉପଯୋଗିତା ସମ୍ମିଳନୀ ଏକ୍ସପୋ ପୁରସ୍କାରର ୧୧ତମ ସଂସ୍କରଣ ସମାରୋହରେ ବେଦାନ୍ତ ଆଲୁମିନିୟମକୁ ପୁରସ୍କୃତ କରାଯାଇଛି। ଦୁଇଟି ବର୍ଗରେ ବେଦାନ୍ତ ଝାରସୁଗୁଡ଼ା ପୁରସ୍କାର ଜିତିଥିବା ବେଳେ ବାଲ୍କୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ ବର୍ଗରେ ମଧ୍ୟ ପୁରସ୍କାର ହାସଲ କରିଛି। ଏହି ପ୍ରତିଯୋଗିତାରେ ୧୬୦ କଂପାନି ଭାଗ ନେଇଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us