ନୂଆଦିଲ୍ଲୀ : ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ନୂତନ ସଫଳତା ହାସଲ କରିଛି। କିଛି ମାସ ପୂର୍ବେ ବାଲାଂଦେଶକୁ କୃଷିଜାତ ସାମଗ୍ରୀ ଟ୍ରେନ୍ ଜରିଆରେ ପଠାଯାଇଥିଲା। ଦେଶର ବିଭିନ୍ନ ସ୍ଥାନକୁ କାର୍ ଏବଂ ଟ୍ରାକ୍ଟର ମଧ୍ୟ ରେଳବାଇ ପରିବହନ କରିଥିଲା। ନିକଟରେ କର୍ଣ୍ଣାଟକରୁ ବିପୁଳ ପରିମାଣର ଗାଡ଼ିକୁ ଉତ୍ତରପ୍ରଦେଶର ନୌତନବାକୁ ପଠାଯାଇଛି। ସେଠାରୁ ସେହି ଗାଡ଼ିଗୁଡ଼ିକୁ ନେପାଳ ପର୍ଯ୍ୟନ୍ତ ପରିବହନ କରାଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ଟ୍ରେନ୍ ଜରିଆରେ ୮୩ଟି ହାର୍ଭେଷ୍ଟର ମେସିନ୍ ତାମିଲନାଡୁରୁ ଆନ୍ଧ୍ରପ୍ରଦେଶ ପରିବହନ କରାଯାଇଥିଲା।
ଟ୍ରେନ୍ରେ ନେପାଳକୁ ଗାଡ଼ି ପରିବହନ
Advertisment
Follow Us