ରେଡ୍‌ ଚିଫ୍‌ର ପ୍ରଚାର କରିବେ ଭିକି କୌଶଲ

Advertisment
ରେଡ୍‌ ଚିଫ୍‌ର ପ୍ରଚାର କରିବେ ଭିକି କୌଶଲ

Afaqs

ନୂଆଦିଲ୍ଲୀ: ଲିୟାନ୍ ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ରେଡ୍ ଚିଫ୍‌ ବ୍ରାଣ୍ଡ୍‌ର ପ୍ରଚାର ଲାଗି ବଲିଉଡ୍ ତାରକା ଭିକି କୌଶଲଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ରେଡ୍ ଚିଫ୍ ଲାଗି ଭିକିଙ୍କୁ ପାଇ ଆମେ ବହୁତ ଖୁସି ବୋଲି କଂପାନିର ଏମ୍‌ଡି ମନୋଜ ଜ୍ଞାନଚନ୍ଦାନୀ କହିଛନ୍ତି। ରେଡ୍ ଚିଫ୍‌ର ଗୁଣାତ୍ମକ ମାନ ସହିତ ଭିକିଙ୍କ ଭାବମୂର୍ତି ବେଶ ଖାପଖାଉଥିବା ସେ କହିଛନ୍ତି। ଏଭଳି ଏକ ପରିଚିତ ବ୍ରାଣ୍ଡ୍‌ ସହିତ ଯୋଡ଼ି ହୋଇଥିବାରୁ ମୁଁ ବହୁତ ଖୁସି ବୋଲି ଭିକି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe