ନୂଆଦିଲ୍ଲୀ: ଆନ୍ତର୍ଜାତିକ ସ୍ତରରେ ଉଡ଼ାଣ କରିବାକୁ ନୂଆ ବିମାନ କଂପାନି ଭିସ୍ତାରା ଯୋଗ୍ୟତା ହାସଲ କରିଛି। କଂପାନି ପାଖରେ ୨୧ତମ ବିମାନ ପହଞ୍ଚିଛି। କୋଡ଼ିଏରୁ ଅଧିକ ବିମାନ ଥିବା କଂପାନିଙ୍କୁ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରଦାନ କରାଯାଉଛି। କଂପାନିର ନୂଆ ଏୟାରବସ୍ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି।
ଆନ୍ତର୍ଜାତିକ ଉଡ଼ାଣ ପାଇଁ ଭିସ୍ତାରାର ଯୋଗ୍ୟତା ହାସଲ
Advertisment
Follow Us