ଭୋଡାଫୋନ୍ ଆଣିଲା ଇ-ସିମ୍

Advertisment
ଭୋଡାଫୋନ୍ ଆଣିଲା ଇ-ସିମ୍

GSMNieuws.nl

ମୁମ୍ବାଇ: ଭୋଡାଫୋନ୍ ପକ୍ଷରୁ କେତେକ ନିର୍ଦିଷ୍ଟ ଟେଲିକମ୍ ସର୍କଲ୍‌ରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଇ-ସିମ୍ ସେବା ଆରମ୍ଭ କରାଯାଇଛି। ଇ-ସିମ୍‌ ବ୍ୟବହାର ହୋଇପାରୁଥିବା ସ୍ମାର୍ଟଫୋନ୍‌ଗୁଡ଼ିକ ପାଇଁ ଏହି ସୁବିଧା ଦିଆଯାଉଛି। ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀ ଓ ଗୁଜରାଟର ପୋ‌ଷ୍ଟପେଡ୍ ଗ୍ରାହକଙ୍କୁ ଏହି ସୁବିଧା ଦିଆଯାଉଛି। ଇ-ସିମ୍ ହେଉଛି ଏକ ପ୍ରକାର ଚିପ୍ ଯାହା ସ୍ମାର୍ଟଫୋନ୍ ଭିତରେ ରହିଥାଏ। ଇ-ସିମ୍ ସକ୍ରିୟ ହେଲେ ବାହାରୁ ସିମ୍ ଆଣି ପକାଇବାକୁ ପଡ଼େନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe