ଭୋଡା‌ଫୋନ୍ ଆଇଡିଆର ୫୦୦୦ କୋଟି କ୍ଷତି

Advertisment
ଭୋଡାଫୋନ୍ ଆଇଡିଆ ରିଚାର୍ଜରେ ଉପହାର

ନୂଆଦିଲ୍ଲୀ: ଭୋଡାଫୋନ୍‌ ଆଇଡିଆ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି। ଭୋଡାଫୋନ୍ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହେବା ପରେ କଂପାନି ତରଫରୁ ପ୍ରଥମ ଥର ପାଇଁ ଆର୍ଥିକ ଫଳାଫଳ ରିପୋର୍ଟ ଜାରି କରାଯାଇଛି। ଏହି କ୍ଷତି କଂପାନିର ଚିନ୍ତା ବଢ଼ାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe