ଭୋଡାଫୋନ୍‌ର ଛୋଟା ଚାମ୍ପିଅନ୍‌ ପ୍ୟାକ୍‌

Advertisment
ଭୋଡାଫୋନ୍‌ର ଛୋଟା ଚାମ୍ପିଅନ୍‌ ପ୍ୟାକ୍‌

ଭୁବନେଶ୍ୱର: ଭୋଡାଫୋନ୍‌ ପକ୍ଷରୁ ଏକ ସମନ୍ଵିତ ଭଏସ୍‌ ଓ ଡାଟା ପ୍ୟାକ୍‌ ‘ଭୋଡାଫୋନ୍‌ ଛୋଟା ଚାମ୍ପିଅନ୍‌’ ପ୍ୟାକ୍‌ ଘୋଷଣା କରାଯାଇଛି। ଏହାର ମୂଲ୍ୟ ହେଉଛି ୩୮ ଟଙ୍କା। କଂପାନିର ପ୍ରିପେଡ୍‌ ଗ୍ରାହକମାନେ ଏହି ପ୍ୟାକ୍‌ରେ ୧୦୦ ଲୋକାଲ୍‌ ଏବଂ ଏସ୍‌ଟିଡି କଲ୍‌ ମିନିଟ୍‌ ଏବଂ ୧୦୦ ଏମ୍‌ବି ଡାଟା ୨୮ ଦିନ ପାଇଁ ପାଇପାରିବେ। ରାଜ୍ୟର ସମସ୍ତ ଖୁଚୁରା ଷ୍ଟୋର୍‌ରେ ଏହି ସେବା ହାସଲ କରାଯାଇପାରିବ ବୋଲି କଂପାନିର ସହକାରୀ ନିର୍ଦେଶକ ଅବନୀଶ ଖୋସ୍‌ଲା କହିଛନ୍ତି।ବେଳେ ପାଲଟା ଜବାବରେ ଜଣେ ଆତଙ୍କାବାଦୀ ନିପାତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe