ନିୟମ ମାନିବାକୁ ସବୁ ପ୍ରକାର ଉଦ୍ୟମ କରୁଛୁ: ଟ୍ବିଟର

Advertisment
ନିୟମ ମାନିବାକୁ ସବୁ ପ୍ରକାର ଉଦ୍ୟମ କରୁଛୁ: ଟ୍ବିଟର

Image Courtesy of India Today

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ଲାାଗି ଭାରତ ସରକାର ଜାରି କରିଥିବା ନୂଆ ନିୟମକୁ ପାଳନ କରିବା ଲାଗି ଆ‌େମ ସବୁ ପ୍ରକାର ଉଦ୍ୟମ କରୁଛୁ ବୋଲି ସୋସିଆଲ ମିଡିଆ କଂପାନି ଟ୍ବିଟର୍ ପକ୍ଷରୁ କୁହାଯାଇଛି। କଂପାନି ଜଣାଇଛି ଯେ ବର୍ତ୍ତମାନର ଜରୁରୀକାଳୀନ ସମୟରେ ଲୋକମାନେ ଯେଭଳି ଭାବ ବିନିମୟ କରିପାରିବେ ସେଥିପାଇଁ ପ୍ଲାଟଫର୍ମ ଯୋଗାଇ ଦେଇ ଭାରତର ଲୋକମାନଙ୍କୁ ସେବା ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ନୂଆ ନିୟମକୁ ଫେସବୁକ୍, ଗୁଗୁଲ୍ ଭଳି ସଂସ୍ଥା ପାଳନ କରିଥିବା ବେଳେ ଟ୍ବିଟର୍‌ କିନ୍ତୁ ବିଳମ୍ବ କରୁଛି। ଭାରତ ସରକାର ଓ ଟ୍ବିଟର୍‌ ଭିତରେ ଶୀତଳଯୁଦ୍ଧ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe