ଅନ୍ୟ ସଦସ୍ୟଙ୍କୁ ନଜଣାଇ ହ୍ବାଟସ୍‌ଆପ୍ ଗ୍ରୁପ୍‌ରୁ ବାହାରି ହେବ

Advertisment
୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ହ୍ଵାଟ୍ସଆପ

www.whatsapp.com

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ବ୍ୟବହାରକାରୀମାନେ ଏଭଳି ବହୁ ଅନାବଶ୍ୟକ ଗ୍ରୁପ୍‌ର ସଦସ୍ୟ ହୋଇରହିଛନ୍ତି ‌ଯେଉଁଥିରେ ହେଉଥିବା ବାର୍ତାଳାପ ପ୍ରତି ସେମାନଙ୍କର କୌଣସି ରୁଚି ନାହିଁ। କିନ୍ତୁ ଗ୍ରୁପ୍‌ର ଅନ୍ୟ ସଦସ୍ୟମାନଙ୍କ ଭୟରେ ସେମାନେ ସେହି ଗ୍ରୁପ୍‌ରୁ ବାହାରିଯିବାକୁ ସାହସ ମଧ୍ୟ କରୁନାହାନ୍ତି। ହ୍ବାଟସ୍‌ଆପ୍ ଏବେ ଏଭଳି ଏକ ବ୍ୟବସ୍ଥା ଉପରେ କାମ କରୁଛି ଯାହା କାର୍ଯ୍ୟକାରୀ ହେଲେ ଲୋକମାନେ କୌଣସି ଗ୍ରୁପ୍‌ରୁ ବାହାରିଗଲେ ଅନ୍ୟ ସଦସ୍ୟମାନେ ତାହା ଜାଣିପାରିବେ ନାହିଁ। କିଏ ଗ୍ରୁପ୍‌ରୁ ବିଦାୟ ନେଲେ ଗ୍ରୁପ୍‌ର ଆଡ୍‌ମିନ୍‌ କେବଳ ତାହା ଜାଣିପାରିବେ। ଭବିଷ୍ୟତରେ ଏହି ସୁବିଧା ହ୍ବାଟସ୍‌ଆପ୍ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe