ସ୍ପାଇସ୍‌ଜେଟ୍ ଉପରୁ କଟକଣା ୩୦ରେ ହଟିବ

ବିମାନ ଭିତରେ ସିଗାରେଟ ଟାଣି ବୃଦ୍ଧ ଗିରଫ

Image Courtesy of India TV

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ର ୫୦ ପ୍ରତିଶତ ବିମାନ ଉଡ଼ାଣ ଉପରେ ଯେଉଁ କଟକଣା ଲାଗିଥିଲା ତାହା ଚଳିତ ମାସ ୩୦ରେ ହଟିଯିବ। କଂପାନି ପୂର୍ଣ୍ଣ କ୍ଷମତାରେ ବିମାନ ଉଡ଼ାଣ କରିପାରିବ। କିଛି ଦିନ ପୂର୍ବେ ସ୍ପାଇସ୍‌ଜେଟ୍‌ର କିଛି ବିମାନ ଆକାଶରେ ଉଡ଼ୁଥିବା ବେଳେ ସେଥିରେ ତ୍ରୁଟି ଦେଖାଦେବାରୁ ଗତ ଜୁଲାଇରେ କଂପାନିର ୫୦% ବିମାନ ଉଡ଼ାଣ ଉପରେ ଡିଜିସିଏ କଟକଣା ଲଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe