ଓ୍ଵିଣ୍ଡୋଜ୍‌ ୧୦ରେ ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ୍‌

Advertisment
ଓ୍ଵିଣ୍ଡୋଜ୍‌ ୧୦ରେ ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ୍‌

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଓ୍ଵିଣ୍ଡୋଜ୍‌ ୧୦ରେ ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ୍‌ ସୁବିଧା ଆରମ୍ଭ କରାଯାଇଛି। ଏହା ଜରିଆରେ ଅଭିଭାବକମାନେ ନିଜ କମ୍ପ୍ୟୁଟରରେ ଏଭଳି ସେଟିଂ କରିପାରିବେ ଯଦ୍ୱାରା ପିଲାମାନେ କୌଣସି ଅନାବଶ୍ୟକ େଓ୍ଵବସାଇଟ୍‌ରେ ପ୍ରବେଶ କରିପାରିବେ ନାହିଁ। ପିଲାମାନେ ଯେଉଁ େଓ୍ଵବସାଇଟ୍‌ ଦେଖିବା ଦରକାର କେବଳ ସେହିସବୁ େଓ୍ଵବସାଇଟ୍‌କୁ ହାସଲ କରିପାରିବେ। ଗ୍ରୀଷ୍ଣ ଋତୁରେ ପିଲାମାନେ ଅଧିକ ସମୟ କମ୍ପ୍ୟୁଟରରେ ବିତାଉଥିବାରୁ ମାଇକ୍ରୋସଫ୍ଟ ପକ୍ଷରୁ ପ୍ୟାରେଣ୍ଟାଲ୍‌ କଣ୍ଟ୍ରୋଲ୍‌କୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe