ଭୁବନେଶ୍ୱର: ଏୟାରଟେଲ ମ୍ୟୁଜିକ୍ ଆପ୍ ଓ୍ଵିଙ୍କ୍ର ଡାଉନଲୋଡ ସାଢ଼େ ସାତ କୋଟି ଅତିକ୍ରମ କରିଛି। ଓ୍ଵିଙ୍କ୍ରେ ୩୦ ଲକ୍ଷରୁ ଅଧିକ ସଂଗୀତ ଏବଂ ୧୨ଟି ଭାରତୀୟ ଭାଷାରେ ସଂଗୀତ ଉପଲବ୍ଧ ହେଉଛି। ଓିଙ୍କ୍ର ଏଭଳି ସଫଳତାରେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ବାତ୍ରା ଆନନ୍ଦ ବ୍ୟକ୍ତ କରିଛନ୍ତି।
ଓ୍ଵିଙ୍କ୍ ମ୍ୟୁଜିକ୍ ଡାଉନାଲୋଡ ୭.୫ କୋଟି ଟପିଲା
Advertisment
Follow Us