ଭୁବନେଶ୍ୱର: ଷ୍ଟାଇଲ୍ ବଜାର ପକ୍ଷରୁ ଶୀତକାଳୀନ ସେଲ୍ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ଅବସରରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଗୋଟିଏ ସାମଗ୍ରୀ କିଣିଲେ ୨୦%, ଦୁଇଟି କିଣିଲେ ୩୦% ଏବଂ ଚାରି କିମ୍ବା ତା’ଠାରୁ ଅଧିକ ସାମଗ୍ରୀ କିଣିଲେ ୫୦% ରିହାତି ପାଇପାରିବେ। ଷ୍ଟାଇଲ ବଜାରର ଅନୁଗୁଳ, ବରଗଡ଼, ରାଉରକେଲା ଏବଂ ବଲାଙ୍ଗୀରରେ ଥିବା ଷ୍ଟୋର୍ରେ ଏହି ଅଫର ଉପଲବ୍ଧ ହେଉଛି। ଚଳିତ ମାସ ୫ରୁ ଆରମ୍ଭ ହୋଇଥିବା ଏହି ଅଫର ମାର୍ଚ ୧୦ ପର୍ଯ୍ୟନ୍ତ ଚାଲିବ। ଷ୍ଟାଇଲ୍ ବଜାରରେ ପୁରୁଷ, ମହିଳା ଏବଂ ଶିଶୁମାନଙ୍କ ପୋଷାକ ସହିତ ବିଭିନ୍ନ ପ୍ରକାର ଆକ୍ସେସୋରିଜ୍ ବିକ୍ରି ହେଉଛି।
ଷ୍ଟାଇଲ୍ ବଜାରରେ ଶୀତକାଳୀନ ଅଫର
Advertisment
Follow Us