ବିଶ୍ବବ୍ୟାଙ୍କ ଦେବ ଆଉ ୭୫୦ ନିୟୁତ ଡଲାର

୨୦୨୩ରେ ଶକ୍ତି ମୂଲ୍ୟ ୧୧% କମିବ: ବିଶ୍ବବ୍ୟାଙ୍କ

Vanguard

ନୂଆଦିଲ୍ଲୀ : କୋଭିଡ୍-୧୯ ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଭାରତର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବିଶ୍ବବ୍ୟାଙ୍କ ୭୫୦ ନିୟୁତ ଡଲାର ଜରୁରୀକାଳୀନ ପାଣ୍ଠି ମଞ୍ଜୁର କରିଛି। ଦେଶରେ ଥିବା ୧୫ ଲକ୍ଷ ଏମ୍ଏସ୍‌ଏମ୍‌ଇର ଜରୁରୀକାଳୀନ ନଗଦ ରାଶି ଓ ଋଣ ଆବଶ୍ୟକତା ପୂରଣ କରିବା ସହ ଲକ୍ଷ ଲକ୍ଷ ନିଯୁକ୍ତି ସୁରକ୍ଷିତ ରଖିପାରିବ। ବିଶ୍ବବ୍ୟାଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜରୁରୀକାଳୀନ ସହାୟତା ଭାବେ ୨୭୫ କୋଟି ଡଲାର ମଞ୍ଜୁର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe