ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୩% ହେବ। ଦୁଇ ବର୍ଷ ଭିତରେ ଅଭିବୃଦ୍ଧି ହାର ୭.୫%କୁ ବୃଦ୍ଧି ପାଇବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିମୁଦ୍ରାକରଣ ଘୋଷଣା ଓ ଜିଏସ୍ଟି ଲାଗୁ ହେବା ପରେ ଭାରତୀୟ ଅର୍ଥନୀତିରେ ଯେଉଁ ସାମୟିକ ଅସ୍ଥିରତା ଦୂର ହୋଇଗଲାଣି। ଅର୍ଥନୀତି ପୁଣି ବିକାଶ ପଥରେ ପାଦ ଦେଇଛି। ତେବେ ଭାରତର ଅର୍ଥନୀତି ପ୍ରତି ବାହ୍ୟ ଜଗତରୁ ବିପଦ ରହିଛି ବୋଲି ବିଶ୍ବବ୍ୟାଙ୍କ ପ୍ରକାଶ କରିଛି।
ଭାରତର ଅଭିବୃଦ୍ଧି ବଢ଼ିବ: ବିଶ୍ବବ୍ୟାଙ୍କ
Advertisment
Follow Us