ଦୁନିଆର ଶ୍ରେଷ୍ଠ ୨୦୦୦ କଂପାନିରେ ଭାରତର ୫୭

Advertisment
ଦୁନିଆର ଶ୍ରେଷ୍ଠ ୨୦୦୦ କଂପାନିରେ ଭାରତର ୫୭

Forbes

ନୂଆଦିଲ୍ଲୀ: ଫୋର୍ବସ୍‌ ପତ୍ରିକା ପକ୍ଷରୁ ଦୁନିଆର ଶ୍ରେଷ୍ଠ ୨୦୦୦ଟି କଂପାନିର ତାଲିକା ପ୍ରକାଶ କରାଯାଇଛି। ଏଥିରେ ଭାରତର ୫୭ଟି କଂପାନିର ନାମ ରହିଛି। ଭାରତୀୟ କଂପାନି ଭାବେ ଏହି ତାଲିକାରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ସବୁଠୁ ଭଲ ସ୍ଥାନ ମିଳିଛି। ତାଲିକାରେ ଏହା ୭୧ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe