‘ୟେସ୍ ବ୍ୟାଙ୍କ ଆର୍ଥିକ ସ୍ଥିତି ଭଲ ଅଛି’

Advertisment
ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା : ୩୮୯ କୋଟି ମୂଳ ଜମା ସହିତ ମିଳିଲା ୩୯୭ କୋଟି

bloomberg.com

ଭୁବନେଶ୍ବର : ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ଭଲ ଅଛି। ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ଆରାମଦାୟକ ସ୍ଥିତିରେ ରହିଛି। ତେଣୁ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ‌ତାହାକୁ ଧ୍ୟାନ ନଦେବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe