ଜୋମାଟୋ ଡେଲିଭରି ସହଯୋଗୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ

ଜୋମାଟୋ ଡେଲିଭରି ସହଯୋଗୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ

TechCircle

ନୂଆଦିଲ୍ଲୀ : ଜୋମାଟୋ ଏହାର ଡେଲିଭରି ସହଯୋଗୀଙ୍କ ପାଇଁ ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍ କରି ତାହାକୁ ବ୍ୟବହାର କରିବା ବାଧ୍ୟତାମୂଳକ କରିଛି। ଲକ୍‌ଡାଉନ୍ ଅବଧିରେ ଡେଲିଭରି ସହଯୋଗୀମାନେ ଲୋକମାନଙ୍କ ପାଖରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଗ୍ରୋସରି ଉପକରଣ ପହଂଚାଉଛନ୍ତି। ଜୋମାଟୋ ପକ୍ଷରୁ କୁହାଯାଇଛି ଯେ, ବର୍ତମାନ ପରିସ୍ଥିତିରେ ବ୍ୟବସାୟ ଲାଭଦାୟକ ନୁହେଁ। କେବଳ ନିବେଶ ରାଶି ଖର୍ଚ ହେଉଛି। କିନ୍ତୁ ନିଜର ଦାୟିତ୍ବ ଭାବି କଂପାନି ସେବା ଜାରି ରଖିଛି। ଜମୋଟୋର ଜଣେ ଡେଲିଭରି ସହଯୋଗୀ ଶତାଧିକ ଲୋକଙ୍କୁ ଘରେ ରହିବାର ସୁଯୋଗ ଦେଉଛନ୍ତି। ସେହି ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଘରୁ ବାହାରିବାକୁ ପଡ଼ୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe