ଜୋମାଟୋ ସହ-ପ୍ରତିଷ୍ଠାତାଙ୍କ ଇସ୍ତଫା

Advertisment
ଜୋମାଟୋ ସହ-ପ୍ରତିଷ୍ଠାତାଙ୍କ ଇସ୍ତଫା

VCCircle

ନୂଆଦିଲ୍ଲୀ : ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଗୁଞ୍ଜନ ପଟିଦାର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାର କାରଣ ଜଣାପଡ଼ିନାହିଁ। କଂପାନି ଏକ ବିଜ୍ଞପ୍ତିରେ ଜଣାଇଛି ଯେ ପ୍ରଯୁକ୍ତିର ନେତୃତ୍ବ ନେଇ ସେ ଜୋମାଟୋକୁ ଏକ ଅମୂଲ୍ୟ କଂପାନି ଭାବେ ଗଠନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଗତବର୍ଷ ନଭେମ୍ବରରେ ଜୋମାଟୋର ଅନ୍ୟତମ ସହ ପ୍ରତି‌ଷ୍ଠାତା ମୋହିତ ଗୁପ୍ତା ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe