ଭୁବନେଶ୍ବର: ଆଇଏଏସ୍ ୨୦୨୦ ଓ ଓଏଏସ୍ ୨୦୧୯ ପରୀକ୍ଷା ପାଇଁ ଆପ୍ଟିପ୍ଲସ୍ ପକ୍ଷରୁ ସ୍ବତନ୍ତ୍ର ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଅନୁଷ୍ଠାନରେ ପାଠ ପଢ଼ାଉଥିବା ଫାକଲ୍ଟିମାନଙ୍କର ଦିଲ୍ଲୀର ଅଭିଜ୍ଞତା ରହିଛି। ଆପ୍ଟିପ୍ଲସ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠାଗାର, ନିଜସ୍ବ ପାଠ୍ୟ ସାମଗ୍ରୀ, ହଷ୍ଟେଲ୍, ୱାଇ ଫାଇ କ୍ୟାମ୍ପସ୍, ଏସି କ୍ଲାସରୁମ୍ ଓ ପ୍ରତିଦିନ ସାଂପ୍ରତିକ ପ୍ରସଙ୍ଗର ବିଶ୍ଳେଷଣ ଭଳି ସୁବିଧା ପ୍ରଦାନ କରାଯାଉଛି। ଅନୁଷ୍ଠାନର ସର୍ବଭାରତୀୟ ସ୍ତରର ଅନଲାଇନ୍ ଟେଷ୍ଟ୍ ସିରିଜ୍ www.IASGYAN.inର ସୁବିଧା ରହିଛି। ଏହା ବ୍ୟତୀତ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ନିମନ୍ତେ ସ୍ବତନ୍ତ୍ର କୋଚିଂର ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସୁଚିସ୍ମିତା ସାହୁ କହିଛନ୍ତି ଯେ, ଆଗାମ ଦିନରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଯେଭଳି ପ୍ରଶାସନିକ ସେବା ପରୀକ୍ଷାରେ ଅଧିକ ସଫଳତା ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି।
ଆଇଏଏସ୍, ଓଏଏସ୍ ପରୀକ୍ଷା ପାଇଁ ଆପ୍ଟିପ୍ଲସ୍ରେ ସ୍ବତନ୍ତ୍ର ପ୍ରଶିକ୍ଷଣ
Advertisment
Follow Us