ଏୟାରଟେଲ୍‌ ୱିଙ୍କ୍‌ ମ୍ୟୁଜିକ୍‌ର ସଫଳତା

Advertisment
ଏୟାରଟେଲ୍‌ ୱିଙ୍କ୍‌ ମ୍ୟୁଜିକ୍‌ର ସଫଳତା

ଭୁବନେଶ୍ବର: ଏୟାରଟେଲ୍ ୱିଙ୍କ୍‌ ମ୍ୟୁଜିକ୍‌କୁ ୨୦୧୮ରେ ଗୁଗୁଲ୍ ପ୍ଲେ ‌ଷ୍ଟୋର୍‌ର ସର୍ବୋତ୍କୃଷ୍ଟ ମନୋରଞ୍ଜନ ପ୍ରଦାନକାରୀ ଆପ୍‌ର ରେଟିଂ ପ୍ରଦାନ କରାଯାଇଛି। ଏହି ମାନ୍ୟତା ମିଳିଥିବାରୁ ଆମେ ବହୁତ ଉଲ୍ଲସିତ ବୋଲି ଏୟାରଟେଲ୍‌ର ସିଇଓ-କଣ୍ଟେଣ୍ଟ୍‌ ସମୀର ବାତ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe