ଜିଓ ଆଣିଲା ନୂଆ ପ୍ଲାନ୍‌

ଜାନୁୟାରିରେ ୪ଜି ଡାଉନଲୋଡ୍ ସ୍ପିଡ୍ ଚାର୍ଟରେ ଜିଓ ଶୀର୍ଷରେ, ଅପଲୋଡରେ ଭୋଡାଫୋନ୍

OST

ମୁମ୍ବାଇ: ରିଲାଏନ୍‌ସ ଜିଓ ତରଫରୁ ଗ୍ରାହକଙ୍କ ପାଇଁ ତିନିଟି ନୂଆ ପ୍ଲାନ୍‌ ଘୋଷଣା କରାଯାଇଛି। ଅଲ୍‌ ଇନ୍ ୱାନ୍ ନାମକ ଏହି ପ୍ଲାନ୍‌ରେ ଗ୍ରାହକମାନେ ୨୨୨ ଟଙ୍କାରେ ୧ ମାସ, ୩୩୩ ଟଙ୍କାରେ ଦୁଇ ମାସ ଏବଂ ୪୪୪ ଟଙ୍କାରେ ତିନି ମାସିଆ ପ୍ଲାନ୍‌ କିଣିପାରିବେ। ପ୍ରତି ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା ଏବଂ ଜିଓ ନମ୍ବରକୁ ମାଗଣା କଲ୍ ଏବଂ ଏସ୍‌ଏମ୍ଏସ୍‌ ତଥା ଅନ୍ୟାନ୍ୟ ସୁବିଧା ମିଳିବ। ପ୍ରତିଟି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଅନ୍ୟ ନମ୍ବରକୁ ଫୋନ୍ କରିବା ଲାଗି ୧୦୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe