ଭୁବନେଶ୍ବର: ନାରାୟଣୀ ମୋଟର୍ସର ରାଜଭବନସ୍ଥିତ ନେକ୍ସା ସୋରୁମ୍ ପକ୍ଷରୁ ବଡ଼ବିଲରେ ଏକ କାର ଏକ୍ସପୋ ଚଳିତମାସ ୧୧ ଓ ୧୨ ତାରିଖ ଧରି ଦୁଇଦିନ ପାଇଁ ଆୟୋଜନ କରାଯାଇଛି। ହରି ଓମ୍ ଭବନରେ ଅନୁଷ୍ଠିତ ଏହି ଏକ୍ସପୋରେ ଗ୍ରାହକଙ୍କ ପାଇଁ ପୁରୁଣା କାର୍ ବଦଳାଇ ନୂଆ କରା କିଣିବା ଏବଂ ଫାଇନାନ୍ସରେ କାର୍ କିଣିବା ଆଦି ସୁବିଧା ଯୋଗାଇ ଦିଆଯାଉଛି। ନେକ୍ସାର ସିନିଅର ରିଲେସନସିପ୍ ମ୍ୟାନେଜର ଚିନ୍ମୟ କୁମାର ପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ।
ନାରାୟଣୀ ନେକ୍ସାର କାର୍ ଏକ୍ସପୋ
Advertisment
Follow Us