ପୁରସ୍କାର ରାଶି ଦାନ କରିବେ ଅର୍ଥନୀତି ନୋବେଲ ବିଜେତା

ପୁରସ୍କାର ରାଶି ଦାନ କରିବେ ଅର୍ଥନୀତି ନୋବେଲ ବିଜେତା

Livemint

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ହାସଲ କରିଥିବା ଅଭିଜିତ ବାନାର୍ଜୀ, ଏସ୍‌ଥର୍‌ ଡୁଫ୍‌ଲୋ ଓ ମାଇକେଲ୍‌ କ୍ରେମର୍‌ ନିଜର ପୁରସ୍କାର ରାଶିକୁ ଡେଭେଲପ୍‌ମେଣ୍ଟ୍‌ ଇକୋନିମକ୍ସ (ବିକାଶ ଅର୍ଥନୀତି) କ୍ଷେତ୍ରରେ ଗବେଷଣା ପାଇଁ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଦାନରାଶି ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ୱେଇସ୍‌ ଫଣ୍ଡ୍‌କୁ ମିଳିବ। ପୁରସ୍କାର ରାଶି ବାବଦରେ ୬.୫ କୋଟି ଟଙ୍କା ଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe